ବିଜେଡି ନେତାଙ୍କୁ ନିର୍ମମ ହତ୍ୟା : ଗୁଳି, ବୋମାମାଡ଼ ପରେ ଖଣ୍ଡାରେ ହାଣିଲେ

ଶେରଗଡ : ପ୍ରଥମେ ଦୁଇ ରାଉଣ୍ଡ ଗୁଳ! ତା’ପରେ ବୋମାମାଡ଼! ପରେ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା! ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ଏଭଳି ଘଟଣା ଘଟିଛି। ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗାଙ୍ଗପୁରର ଜଣାଶୁଣା ବିଜେଡି ନେତା ତଥା ଯୁବ ଠିକାଦାର ସନ୍ୟାସୀ ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ସୂଚନା ଅନୁସାରେ, ସ୍ଥାନୀୟ ବଡ଼ଗଡ଼ ଥାନାଠାରୁ ଅଳ୍ପଦୂରରେ … Continue reading ବିଜେଡି ନେତାଙ୍କୁ ନିର୍ମମ ହତ୍ୟା : ଗୁଳି, ବୋମାମାଡ଼ ପରେ ଖଣ୍ଡାରେ ହାଣିଲେ